ଖୁଲ୍ଲମ୍ଖୁଲା
ଦେଖଣା
ଖୁଲ୍ଲମ୍ଖୁଲା —
ଉଚ୍ଚାରଣ: Khullamkhulā
খুলাখুলা
खुल्लमखुला
ଦେ. କ୍ରି. ବିଣ —
୧: ପରିଷ୍କୃତରୂପେ; ସ୍ପଷ୍ଟଭାବରେ — ୧. Clearly; plainly.
୨: ନିଷ୍କପଟଭାବରେ —୨. Frankly.
୩: ପ୍ରକାଶ୍ୟରୂପେ —୩. Openly.
୪: ଅବାଧରେ —୪. Without restraint.
ଦେ. ବିଣ —
୧: ପରିଷ୍କୃତ; ସଫା; ସ୍ପଷ୍ଟ — ୧. Pure; plain, clear.
୨: ବନ୍ଧନରହିତ; ମୁକ୍ତ ଅବାଧ — ୨. Free from restriction or restraint.
୩: ନିଷ୍କପଟ —୩. Frank.
୪: ପ୍ରକାଶ୍ୟ —୪. Open.