ଖୁଳ୍ଖୁଳ୍
ଦେଖଣା
ଖୁଳ୍ଖୁଳ୍ —
ଉଚ୍ଚାରଣ: Khuḻkhuḻ
ଦେ. (ଧ୍ଵନ୍ୟନୁକରଣ) ଅ. (ତୁଳ. ସଂ. ସ୍ଖଳଧାତୁ.) —
ମୂଷା ମାଟି ଗାଳିବାର ଅନୁଚ୍ଚ ଶବ୍ଦ; କୌଣସି ଘନ ଓ କ୍ଷୁଦ୍ର ପଦାର୍ଥକୁ ଆସ୍ତେ ଆସ୍ତେ ଅଜାଡ଼ିବାର ଶବ୍ଦ ବା ଗଛରୁ ବକଳ ଖସି ପଡ଼ିବାର ଶବ୍ଦ; ଗୁଳ୍ଗୁଳ୍ — Sound resembling that of dried barks peeling off a tree or of small asticles being slowly or profusely poured out.