Jump to content

ଖୁସା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁସା
ଉଚ୍ଚାରଣ: Khusā

ପ୍ରାଦେ. (ସମ୍ବଲପୁର) ବି. (ସଂ. କୋଷ) —

୧: ପଣସ, ଆତଆଦିର ବୀଜବିଶେଷ; କୋଷା — ୧. The seed-capsules of jack and other fruits.

୨: ଖୋସା; ସ୍ତ୍ରୀମାନଙ୍କର ଜୁଡ଼ା — ୨. Chignon of a woman.