ଖୁସ୍
ଦେଖଣା
ଖୁସ୍ —
ଉଚ୍ଚାରଣ: Khus
খুস
खोस; खुस
ଦେ. (ଧ୍ଵନ୍ୟନୁକରଣ) ଅ —
ଛିଦ୍ରପଥରେ ଧୀରେ ଧୀରେ ପବନ ବାହାରି ଯିବା ପରି ଅନୁଚ୍ଚ ସୁସୁ ଶବ୍ଦ — Low hissing sound (like wind escaping from an opening).
[ଦ୍ର—ଏହା ଖସ୍ଖସ୍ଠାରୁ ଅନୁଚ୍ଚତ୍ତର]
ବୈଦେ ବିଣ. (ଫା) —
୧: ଆନନ୍ଦଜନକ; ପ୍ରୀତିପ୍ରଦ — ୧. Pleasant; agreeable.
(ଯଥା—ଖୁସ୍ଖବର)
୨: ଆନନ୍ଦିତ; ପ୍ରସନ୍ନ —୨. Pleased.
(ଯଥା—ଖୁସ୍ମିଜାଜ)
୩: ସ୍ବେଚ୍ଛାରେ କୃତ — ୩. Done out of one's free will.
(ଯଥା—ଖୁସ୍କବଲା)
[ଦ୍ର—ଏହି ଅର୍ଥରେ ଏ ଶବ୍ଦ ଅନ୍ୟ ଶବ୍ଦ ପୂର୍ବେ ଯୁକ୍ତ ହୁଏ]