Jump to content

ଖୁସ୍କି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁସ୍କି
ଉଚ୍ଚାରଣ: Khuski

(ଧୋଇ—ବିପରୀତ)

খুস্কী खुस्की

ବୈଦେ. ବି. (ଫା; ତୁଳ—ସଂ. ଶୁଷ୍କ) —

୧: ଅନାବୃଷ୍ଟି ଜନିତ ମରୁଡ଼ି; ଅନାବୃଷ୍ଟି — ୧. Draught; want of rain.

୨: ଶୁଖିଲା କୁଣ୍ଡ଼ିଆ — ୨. Dry itches; scurf.

୩: ଶୁଷ୍କତା —୩. Dryness.

ବୈଦେ. ବିଣ —

୧: ଶୁଷ୍କ —୧. Dry.

୨: ବୃଷ୍ଟିହୀନ (ସମୟ ବା ସ୍ଥାନ) — ୨. Rainless (time or country).