Jump to content

ଖୁସ୍ନାମ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୁସ୍ନାମ୍
ଉଚ୍ଚାରଣ: Khusnām
খোসনাম खुसनामा

ବୈଦେ. ବି. (ଫା. ଖୁସ୍ନାମେହ) —

୧: ସୁନାମ; ସୁଖ୍ୟାତି; ସୁୟଶ — ୧. Good name; reputation.

୨: ନେକ୍ନାମୀ; ପ୍ରଶଂସା —୨. Praise.