ଖୁସ୍ବାସୀ
ଦେଖଣା
ଖୁସ୍ବାସୀ —
ଉଚ୍ଚାରଣ: Khusbāsī
ବୈଦେ. ବି. (ଆ) —
ଖୁସ୍ବାସ୍ (ଦେଖ) Khusbās (See)
ବୈଦେ. ବିଣ. (ଆ) —
୧: ଆନନ୍ଦିତ; ସୁଖୀ — ୧. Happy.
୨: ସ୍ବଚ୍ଛନ୍ଦ —୨. Easy; comfortable.
୩: ସୌଖୀନ; ନବୋଦ୍ୟମୀ; ଅବ୍ୟବସାୟୀ (ୟାତ୍ରାଦଳାଦି) — ୩. Amateur.
ଖୁସ୍ବାସୀ —
ଉଚ୍ଚାରଣ: Khusbāsī
ବୈଦେ. ବି. (ଆ) —
ଖୁସ୍ବାସ୍ (ଦେଖ) Khusbās (See)
ବୈଦେ. ବିଣ. (ଆ) —
୧: ଆନନ୍ଦିତ; ସୁଖୀ — ୧. Happy.
୨: ସ୍ବଚ୍ଛନ୍ଦ —୨. Easy; comfortable.
୩: ସୌଖୀନ; ନବୋଦ୍ୟମୀ; ଅବ୍ୟବସାୟୀ (ୟାତ୍ରାଦଳାଦି) — ୩. Amateur.