ଖୁସ୍ବିକ୍ରି
ଦେଖଣା
ଖୁସ୍ବିକ୍ରି —
ଉଚ୍ଚାରଣ: Khusbikri
খোসাবিক্রি
ଦେ. ବି. (ଫା. ଖୁସ୍+ସଂ. ବିକ୍ରୟ) —
ବିକ୍ରେତାର ସ୍ବଇଚ୍ଛା ଅନୁସାରେ ସମ୍ପତ୍ତିର ବିକ୍ରୟ; ଅଦାଲତଙ୍କ ଦ୍ବାରା ବା ଘଟନାଚକ୍ରରେ ବା ଦେଣା— ଦାୟରେ ବାଧ୍ୟ ନ ହୋଇ ବା ଗରଜ ନ ଥାଇ ବିକ୍ରେତାଦ୍ବାରା ସମ୍ପତ୍ତିବିକ୍ରି — Voluntary sale; private sale.