ଖୁସ୍ କବାଲା
ଦେଖଣା
ଖୁସ୍ କବାଲା —
ଉଚ୍ଚାରଣ: Khus kabālā
খোসকলা
खुसकबाला
ବୈଦେ. ବି. (ଫା. ଖୁସ୍କବାଲା) —
୧: କ୍ରେତା ଓ ବିକ୍ରେତାଙ୍କ ଆପୋସିରେ ସମ୍ପତ୍ତିର ବିକ୍ରୟପତ୍ର — ୧. A deed of private sale.
୨: ବିନାଗରଜରେ ବା ଜରୁରି ବା ଆଭାବ ନ ଥାଇ ବିକ୍ରେତା ବିକ୍ରି କରିବା ସମ୍ପତ୍ତିର ବିକ୍ରୟପତ୍ର — ୨. A deed of sale without necessity.
୩: ବିନାସରତରେ କବାଲା — ୩. An unconditional deed of sale.
[ଦ୍ର—ଯେଉଁ ସମ୍ପତ୍ତିକୁ ବିକ୍ରେତା ସ୍ବେଚ୍ଛାକ୍ରମେ ବିକ୍ରି ନ କରି ଘଟନାଚକ୍ରରେ ବା ଅଦାଲତଙ୍କ ଦ୍ବାରା ବାଧ୍ୟ ହୋଇ ବିକ୍ରି କରେ ତହିଁରେ କବାଲାକୁ ଖୁସ୍ କବାଲା ବୋଲାଯାଏ ନାହିଁ]