ଖୂସୁର୍ ଖାସର୍
ଦେଖଣା
ଖୂସୁର୍ ଖାସର୍ —
ଉଚ୍ଚାରଣ: Khusur khāsar
খূসুর্ খুসুর
खुसुर फुसुर
ଦେ. (ଧ୍ଵନ୍ୟନୁକରଣ) ଅ —
୧: ମର୍ମର; ଶୁଷ୍କପତ୍ରର ବା ଚାଲିଲା ବେଳେ ପିନ୍ଧିଥିବା ଲୁଗାର ଘର୍ଷଣ ଜନିତ ଅନୂଚ୍ଚ ଶବ୍ଦ —୧. Low sound of rustling of leaves or cloth.
୨: ପରସ୍ପର କାନ ପାଖେ ଅତି ଅଳ୍ପ ଶବ୍ଦ କରି କଥାବାର୍ତ୍ତା ହେବା; ଫୁସ୍ ଫୁସ୍ —୨. Whispering.
ଦେ. କ୍ରି. ବିଣ. —
୧: ନିଃଶବ୍ଦରେ ଚାଲିଯିବା ପ୍ରକାରେ — ୧. Stealthily; like one slipping away unnoticed.
୨: ଫୁସୁରୁ ଫୁସୁରୁ ବା କାନେକାନେ କଥା ହେବା— ପ୍ରକାରେ —୨. In a whispering tone.