Jump to content

ଖୃପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖୃପ
ଉଚ୍ଚାରଣ: Kṛupa

ଦେ. (ପଦ୍ୟ) ବିଣ. (ସଂ. ଖର୍ବ) —

ଖର୍ବକାୟ — Dwarfish.

ଆସି ଖୃପରୂପ ଧରି, ପ୍ରଭୂଙ୍କୁ ଦର୍ଶନ କରି, ସନ୍ତୋଷ ହୋଇ ମୁରାରି ଆଉଁସେ ପିଠି ପ୍ରାଚୀ. ରହସ୍ୟମଞ୍ଜରୀ