ଖେଁଖାଁ
ଦେଖଣା
ଖେଁଖାଁ —
ଉଚ୍ଚାରଣ: Kheñkhāñ
খেঁখাঁ
कहकहा
খেঁকখেঁক
खुरौना
ଦେ (ଧ୍ଵନ୍ୟନୁକରଣ; ତୂଳ. ସଂ. ଖୁ ଧାତୁ=ଶବ୍ଦ କରିବା; ସଂ. ଖିଖି=ଅନୁକରଣ ଧ୍ଵନି) ଅ —
୧: ଉଚ୍ଚହାସ୍ୟ ଶବ୍ଦ (ଖୁଁ ଖୁଁ ଠାରୁ ଉଚ୍ଚତର) — ୧. Sound of loud laughter.
୨: କ୍ରୁଦ୍ଧ ଶୃଗାଳ ଓ ମାଙ୍କଡ଼ଙ୍କର ଖିଙ୍କାରିହେବା ଶବ୍ଦ — ୨. Snarling of enraged monkeys and jackles.