ଖେଁଖେଁ
ଦେଖଣା
ଖେଁଖେଁ —
ଉଚ୍ଚାରଣ: Kheñkheñ
ଦେ. (ଧ୍ଵନ୍ୟନୁକରଣ) ଅ —
୧: ଖେଁଖାଁ (ଦେଖ) — ୧. Kheñkhāñ (See)
ସେହି ଅନ୍ଧକାର ଗଦା ତଳେ ଦୁଇଟା ପଶୁର ଖେଁଖେଁ କାମୁଡ଼ା କାମୁଡ଼ି ଶବ୍ଦ ଶୁଣି ଗୋବିନ୍ଦା ଚମକି ପଡ଼ି ଅନାଇଲା ଫକୀରମୋହନ. ଛମାଣଆଠଗୁଣ୍ଠ
୨: କାଶର ଉଚ୍ଚ ଶବ୍ଦ — ୨. Sound of loud coughing.