Jump to content

ଖେଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଇ
ଉଚ୍ଚାରଣ: Khei
খেই

ଦେ. ବି. (ସଂ. ଖାଦ୍ ଧାତୁ) —

ଦେବତାଙ୍କଠାରେ ଦୈନିକ ଭୋଗ ଲାଗିବା ପଦାର୍ଥରୁ ସେବକ ମାନଙ୍କୁ ଦୈନିକ ଖୋରାକି— ରୂପେ ଦିଆଯିବା ନିର୍ଦ୍ଦିଷ୍ଟ ଅଂଶ —A certain part of the offerings distributed to different Sebaks or servants of a Deity as fooding-allowance.