Jump to content

ଖେଉଦିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଉଦିବା
ଉଚ୍ଚାରଣ: Kheudibā
অড়িএ দেওরা खेदना

ଦେ. କ୍ରି. (ସଂ. ଖେଟ=ମୃଗୟା) —

୧: କ୍ଷଉଦିବା (ଦେଖ) ୧. Kshaudibā (See)

ଗାଳି ଦେଇ ତାଙ୍କୁ ବନକୁ ଖେଉଦିଲା କୃଷ୍ନସିଂହ. ମହାଭାରତ. ବନ

୨: ଖେଦିବା (ଦେଖ) ୨. Khedibā (See)

୩: ଶିକାର ପଛରେ ଗୋଡ଼ାଇବା — ୩. To chase an animal.

ଦିନେ ଯେ ଦୁର୍ଯ୍ୟୋଧନ ବନ୍ଧାଇଣ ଜାଲ ଖେଉଦିଲେ ବନ ମୃଗଙ୍କୁ ପଲ ପଲ କୃଷ୍ନସିଂହ. ମହାଭାରତ. ବନ