Jump to content

ଖେଖେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଖେ
ଉଚ୍ଚାରଣ: Khekhe

ପ୍ରାଦେ (ମେଦିନୀପୂର) ଅ —

ମେଦିନୀପୂର ଓ ଉତ୍ତର—ବାଲେଶ୍ବର—ଅଞ୍ଚଳରେ ସବାରାକାନ୍ଧିଆ ବେହେରା (ହାଡ଼ି, ପାଶ ଆଦି) ମାନଙ୍କର ନିରର୍ଥକ ଡାକବିଶେଷ — An unmeaning vociferation of palki-bearersin North-Balasore and Midnapur.