Jump to content

ଖେଙ୍କା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଙ୍କା
ଉଚ୍ଚାରଣ: Kheṅkā
খেঁখানি खुर्राना

ଦେ (ଧ୍ଵନ୍ୟନୂକରଣ,ବି [ ସଂ. ଖି ଖି (ଧ୍ଵନ୍ୟନୁକରଣ)] —

ଖିଙ୍କାରି ହେବା; ଖେଙ୍କିବା; ଦାନ୍ତ ବାହାର କରି ଖେଁଖେଁ ଶବ୍ଦ କରିବା — To make a sharling sound.

ଦେ. ବିଣ —

୧: ଯେ ଖିଙ୍କାରି ହୁଏ; ଚିଡ଼ା — ୧. Snarling.

୨: ଅବାଧ୍ୟ (ଭୁତ୍ୟ); ଉତ୍ତରଦାୟକ (ଭୁତ୍ୟ) — ୨. Refractory; insubordinate (servant)