Jump to content

ଖେଙ୍କାଖେଙ୍କି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଙ୍କାଖେଙ୍କି
ଉଚ୍ଚାରଣ: Kheṅkākheṅki
খেঁকাখেঁকি

ଦେ. ବି. ଓ ବିଣ —

୧: ଅନ୍ୟାନ୍ୟରେ ଖିଙ୍କାରିହେବା — ୧. Snarling or yelping at each other.

୨: ପରସ୍ପରକୁ ଅଗ୍ରାହ୍ୟ କରିବା — ୨. Disregarding each other.