Jump to content

ଖେଙ୍କିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଙ୍କିବା
ଉଚ୍ଚାରଣ: Kheṅkibā
খেঁকান खिसाना

ଦେ. (ଧ୍ଵନ୍ୟନୂକରଣ) କ୍ରି —

୧: ଦାନ୍ତ ଦେଖାଇ ଖେଁ ଖେଁ ଶବ୍ଦ କରିବା; ଖିଙ୍କାରିବା — ୧. To snuri at.

୨: ତୁଣ୍ଡ ଗାଲୁ କରିବା — ୨. To show bravado.

୩: କୌଣସି ବ୍ୟକ୍ତିର ଆଦେଶ ପାଳନ ନ କରି ଠେଁସି ଦେବା ବା ମୁହେଁ ମୁହେଁ ତାହାର କଥାକୁ ଅଗ୍ରାହ୍ୟ କରିବା — ୩. To fret at an order given by a superior.