Jump to content

ଖେଚଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଚଡ଼
ଉଚ୍ଚାରଣ: Khechaṟḍ̠a
খেঁচড়া, খেচড়া खचरा, खचड़ा

ଦେ. ବିଣ (ସଂ. ଖଚ୍ଚର କିମ୍ବା କୁଚରିତ) —

୧: ଅବାଧ୍ୟ; ଦୁଷ୍ଟ; ପାଜୀ — ୧. Wicked; wanton.

୨: ନଷ୍ଟଚରିତ୍ର; ମନ୍ଦଚରିତ୍ର — ୨. Profligate; libertine; immoral; libidinous.

୩: ସଙ୍କର — ୩. Mongrel.

୪: ଅମନୋଯୋଗୀ — ୪. Inattentive.

୫: ଅସମ୍ପୂର୍ଣ୍ର୍ନ; ଅଙ୍ଗହୀନ; ଏକାଧିକ ବ୍ୟକ୍ତିଙ୍କ ଦ୍ବାରା ଅର୍ଦ୍ଧନିଷ୍ପନ୍ନ (କାର୍ଯ୍ୟ) — ୫. Incomplete; spoiled by having been partly done by several hands