Jump to content

ଖେଚଡ଼ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଚଡ଼ କରିବା
ଉଚ୍ଚାରଣ: Khechaṟḍ̠a karibā
খেচড়ান बिगाड़ना

ଦେ. କ୍ରି —

(କାମ) ବିଗାଡ଼ିବା; ଖଇଚା କରିବା — To spoil a work by having it done in a haphazaredly fashion.