Jump to content

ଖେଚନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଚନ
ଉଚ୍ଚାରଣ: Khechana

ଦେ. ବି —

ଖୁଞ୍ଚା ମାରିବା; ଚାଳର ଉଳୁରି ଯାଇଥିବା ଅଂଶରେ କୁଟା ବା ନଡ଼ା ଗୂଞ୍ଜିବା (ଗୋପୀନାଥ ନନ୍ଦ) — Putting new straw into a dishavelled thatch.