ଖେଚରୀ
ଦେଖଣା
ଖେଚରୀ —
ଉଚ୍ଚାରଣ: Khecharī
ସଂ. ବି. ସ୍ତ୍ରୀ (ଖେଚର+ସ୍ତ୍ରୀ. ଈ) —
୧: ଦେବଯୋନିବିଶେଷ — ୧. A semi-divine class of female beings having wings.
୨: ଦୂର୍ଗା — ୨. Goddess Durgā.
୩: ତନ୍ତ୍ରୋକତ ମୁଦ୍ରାବିଶେଷ ଦୁଇ ଭ୍ରୂର ମଧ୍ୟସ୍ଥାନକୁ ଦୃଷ୍ଟି ଦେବାରୂପ ମୂଦ୍ରା — ୩. Name of Tantric exercise consisting of directing the sight of both the eyes to the middle of both the eye-brows.
୪: ଖେଚାଡ଼ି (ପ୍ରକୃତିବାଦ) (ଦେଖ) — Khechāṟḍ̠i (See)