Jump to content

ଖେଚରୀ ମୂଦ୍ରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଚରୀ ମୂଦ୍ରା
ଉଚ୍ଚାରଣ: Khecharī mudrā

ଦେ. ବି —

ତନ୍ତ୍ରୋକ୍ତ ମୁଦ୍ରାବିଶେଷ ଦୁଇ ଭ୍ରୁର ଅନ୍ତର୍ଗତ ବିନ୍ଦୁଠାକୁ ଦୃଷ୍ଟିକୁ ନିୟନ୍ତ୍ରିତ କରିବା ରୂପ ସାଧନ — The Tantric exercise of directing the sight of both the eyes to the middle-most portion between the two eye brows.

ଖେଚରୀ ମୂଦ୍ରାର ଚରିତ ଶୁଣ, ଅତିହଁ ସେନ୍ଦୁ ଅଗୋଚର ସ୍ଥାନ ପ୍ରାଚୀ. ପରଚେଗୀତା

[ଦ୍ର—ଏଥିର ଶାସ୍ତ୍ରବଚନ—ଭ୍ରୂବୋରନ୍ତର୍ଗତା ଦୃଷ୍ଟିମୁର୍ଦ୍ରା ଭବତି ଖେଚରୀ]