Jump to content

ଖେଚାଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଚାଡ଼ି
ଉଚ୍ଚାରଣ: Khechāṟḍ̠i
খিচড়ি,খঁচড়ী खिचड़ी

ଦେ. ବି (ସଂ. ଖେଚରାନ୍ନ; କୃଶର; ଖେଚରୀ; କୃଶରା= ଦ୍ବିଦଳ ମିଶ୍ରିତାନ୍ନ) —

୧: ଘିଅ, ମସଲା, କୋରାନଡ଼ିଆ, ହଳଦି, ଡାଲି ପ୍ରବୃତି ମିଶି ରନ୍ଧା ହୋଇଥିବା ଅନ୍ନ ୧. A hotchpot made of rice and spilt pulse boiled together and seasoned with spices, turmeric, cocoa-nut-scrapings and ghee.

୨: ବହୁ ବସ୍ତୁର ଏକତ୍ର ସମ୍ମିଶ୍ରଣ — ୨. Medley fo many things.