Jump to content

ଖେଜା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଜା
ଉଚ୍ଚାରଣ: Khejā

ଦେ. ବି —

୧: ସମୂହ; ପଞ୍ଝା; ଦଳ — ୧. Crowd; collection; herd.

୨: ଧାନଆଦିର ଅବଶିଷ୍ଟାଂଶ — ୨. Remnants of corn etc.

୩: ନିର୍ଦ୍ଦିଷ୍ଟ ମୂଲ୍ୟ (ଯଥା—ପଇସାଏ, ଦୁଇ ପଇସା, ଏକ ଅଣା)ରେ ବିକ୍ରୟ କରାଯିବା ପାଇଁ ସ୍ଥାପିତ ପଣ୍ୟଦ୍ରବ୍ୟର ଛୋଟ ଛୋଟ ଗଦା — ୩. Small heaps of commodities to be sold at a fixed price.

ପ୍ରାଦେ —

୧: (ଗଞ୍ଜାମ) ବି—ଖେଦା; ପୋଥି — ୧. A book.

(ଯଥା—ଖେଜାଏ ପାଠ)

୨: (ବାଲେଶ୍ବର) ବି—ବିଡ଼ା — ୨. Bundle; sheaf.

(ଯଥା—ପାନ ଖେଜା)