ଖେଞ୍ଚଣା
ଦେଖଣା
ଖେଞ୍ଚଣା —
ଉଚ୍ଚାରଣ: Khen̄chaṇā
ଦେ. ବି —
୧: ଯେଉଁ ବାଉଁଶରେ ଚିତାମଳରେ ପୋଡ଼ା ୟାଉଥିବା ମୁର୍ଦ୍ଦାରକୁ କେଞ୍ଚାକେଞ୍ଚି କରନ୍ତି — ୧. A bemboo for poking at a corpse which is being cremated.
୨: ଗେଞ୍ଜଣାକାଠି; ଯେଉଁ ସରୁ ଲମ୍ବ ବାଡ଼ିରେ ଚିଲିର ନିଆଁକୁ ଉଖୁରାଇ ତେଜ କରାଯାଏ —୨. Apoker.