ଖେଞ୍ଚା
ଦେଖଣା
ଖେଞ୍ଚା —
ଉଚ୍ଚାରଣ: Khen̄chā
খেচা,খেঁচা,খিঁচা
खोंचा
ଦେ. ବି —
୧: ଝିଙ୍କିବା; ଝିଙ୍କା; ଟାଣିବା; ଟଣା — ୧. A tight pull; a tug.
୨: ପେଟ କାମୁଡ଼ି ହାବା; ପେଟଟଣା; ପେଟମରା —୨. Colic.
୩: ଏକାଦିକ୍ରମେ ଉପରକୁ ଓ ତଳକୁ ଟାଣିବା — ୩. To pull up and down.
୪: ଇନ୍ଦ୍ରିୟବୃତ୍ତି ଚରିତାର୍ଥ କରବାର କୃତ୍ତ୍ରିମ ଉପାୟ — ୪. Self—polution.
୫: କେଞ୍ଚା; କୀଳା —୫. Protruding peg