ଖେଞ୍ଚ୍
ଦେଖଣା
ଖେଞ୍ଚ୍ —
ଉଚ୍ଚାରଣ: Khen̄ch
খেঁচ
खोँच
ଦେ. ବି (ସଂ. ଖଚ ଧାତୁ=ବନ୍ଧନ; ଖିଦ ଧାତୁ=ଦୂଃଖ ଦେବା ତୁଳ. ସଂ. ସଙ୍କୋଚନ) —
୧: ଅକୁଳାନ; ଅନଟନ; ଅଭାବ; ଅୟଥେଷ୍ଟତା — ୧. Insufficiency; want.
୨: କେଞ୍ଚା; କୀଳା; ମେଖ — ୨. Peg.
୩: ଅନର୍ଥ; ବାଧା — ୩. Obstacle.
ଦେ. ବିଣ (ସଂ. ସଂକୁଚିତ) —
୧: ଛୋଟ — ୧. Smaller than necessary.
୨: ଅଭାବଗ୍ରସ୍ତ — ୨. Wanting.
୩: ଅପରିସର — ୩. Narrow.
୪: ଅୟଥେଷ୍ଟ — ୪. Insufficient.