Jump to content

ଖେଡ଼

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଡ଼
ଉଚ୍ଚାରଣ: Kheṟḍ̠a

ଗ୍ରା. (ଇତର) ବି. (ସଂ. ଖେଳ; କ୍ରୀଡ଼ା) —

୧: କ୍ରୣଡ଼ା —୧. Play; sports.

୨: ଜୁଆ —୨. Gambling.

୩: ବ୍ୟାୟାମ କ୍ରୀଡ଼ା; ମଲ୍ଲକ୍ରୀଡ଼ା — ୩. Sports; athletics.

୪: କୌତୁକ —୪. Jest; amusement.

ଗ୍ରା. (ପଦ୍ୟ) ବି (ସଂ. କ୍ଷ୍ବେଡ଼) —

୧: ବିଷ —୧ Poison.

କାରା ସମ ସଦନ ମଣନ୍ତି , ଖେଳ କୌତୁକ ଖେଡ଼ରେ ଗଣନ୍ତି ଦୀନକୃଷ୍ଣ. ରସକଲ୍ଲୋଳ

୨: (ସଂ. କ୍ଷ୍ବେଡ଼=ଗଜବନ୍ଧନ ସ୍ତମ୍ଭ; ତୁଳ. ବଂ. ଖୋୟାଡ଼)— ଅଟେଇ; ଚାରିଆଡ଼େ ବୁଜା ହୋଇଥିବା ସ୍ଥାନ — ୨. Enclosure; enclosed space.

ଯେ ଯେଡ଼େ ହୋଇଲେ ତାହା ଭିତରେ ଖେଡ଼ ନିତ୍ୟମଣ୍ଡଳକୁ ବେଢ଼ି ହୋଇଛି ବାଡ଼—ପ୍ରାଚୀ.ରହସ୍ୟମଞ୍ଜରୀ