Jump to content

ଖେଡ଼ୁଆଳି ଲାଗିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଡ଼ୁଆଳି ଲାଗିବା
ଉଚ୍ଚାରଣ: Kheṟḍ̠uāḻi lāgibā

ଗ୍ରା. କ୍ରି. (ସଂ. ଖେଳ) —

ଆନନ୍ଦରେ ମାତିବା — To be overjoyed.

ସୁଜନ—ପାଦପଦ୍ମେ ଲାଗେ ମୁଁ ଖେଡ଼ୁ ଆଳି. ଦେଖିଲେ ମୁର୍ଖଜନ ସେଠାରୁ ଯାଏ ଚଳି ପୀତାମ୍ବର. ନୃସିଂହପୁରାଣ