ଖେଣ୍ଟିବା
ଦେଖଣା
ଖେଣ୍ଟିବା —
ଉଚ୍ଚାରଣ: Kheṇṭibā
ঘটানা
ଦେ. କ୍ରି. (ସଂ. କୁଣ୍ଠ ଧାତୁ) —
୧: କସିଦେବା; ଛୋଟେଇ ଦେବା — ୧. TO shorten; to curtail; to lesson.
୨: କାର୍ଯ୍ୟ ନ କରି ଖୁଣ୍ଟା ପରି ବସିବା — ୨. To sit idle and motionless like a post.
୩: ସଂକୁଚିତ କରିବା —୩. TO contract.
୪: ବ୍ୟୟ ସଙ୍କୋଚ କରିବା; କୃପଣ ହେବା — ୪. TO be niggardly; to spend in a niggardly way.