Jump to content

ଖେଣ୍ଟେଈ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଣ୍ଟେଈ
ଉଚ୍ଚାରଣ: Kheṇṭei
(ଖେଣ୍ଟା—ପୁଂ)

ଦେ. ବିଣ. ସ୍ତ୍ରୀ —

୧: ଚିଡେଇ; ଚିଡଲ—ସ୍ବଭାବା; ବିରକ୍ତ— ସ୍ବଭାବଯୁକ୍ତ (ସ୍ତ୍ରୀ) — ୧. III-tempered (woman); virgo.

୨: ଯେଉଁ ସ୍ତ୍ରୀ ପରଆଗେ ଖଚ କହେ — ୨. Backbiting (woman).

ଖେଣ୍ଟେଈ କି ଦବ ବଡ ଭାଗ ନଇଲେ ଖେଣ୍ଟେଈ କହିଦବ ଢଗ

୩: କଳିହୁଡ଼ୀ —୩. Quarrelsome (woman).