Jump to content

ଖେତଉଠା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେତଉଠା
ଉଚ୍ଚାରଣ: Kheta-uṭhā

ଦେ. ବି —

ବିଲରୁ ଫସଲ କଟା ହୋଇ ଯିବାର ଶେଷଦିନ ବିଲରେ ଲକ୍ଷ୍ମୀଙ୍କୁ କରାଯିବା ଭୋଗ — Offering made to the Goddess of Plenty on the last day of harvesting.