Jump to content

ଖେତୁଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେତୁଆ
ଉଚ୍ଚାରଣ: Khetuā
खेतीहर

ଦେ. ବି. (ସଂ. କ୍ଷେତ୍ରିନ୍) —

୧: କୃଷକ — ୧. Cultivator.

୨: କ୍ଷେତ୍ରସ୍ବାମୀ — ୨. Land-owner; owner of a field.