ଖେତ ଉଜାଡ଼ିବା
ଦେଖଣା
ଖେତ ଉଜାଡ଼ିବା —
ଉଚ୍ଚାରଣ: Kheta ujāṟḍ̠ibā
খেত উজড়ানা
खेत उजाड़ना
ଦେ. କ୍ରି. (ଗୋରୁ ଚରାଇବାଦ୍ବାରା ବା ଦଳାଦଳି କରିବାଦ୍ବାରା)
ବିଲରେ ହୋଇଥିବା ଫସଲକୁ ଲୋକ୍ସାନ୍ କରିବା — To damage a standing crop; to commit depredations on a standing crop.