ଖେଦ
ଦେଖଣା
ଖେଦ —
ଉଚ୍ଚାରଣ: Kheda
(ଖିନ୍ନ—ବିଣ)
ସଂ. ବି. (ଖିଦ୍ ଧାତୁ=ଶୋକ କରିବା+ଭାବ. ଅ) —
୧: ଶୋକ —୧. Sorrow; grief.
୨: ମାନସିକ ଦୁଃଖ — ୨. Mental trouble; distress.
୩: ଶାରୀରିକ ଦୁଃଖ; କ୍ଳେଶ — ୩. Physical trouble.
୪: ପରିଶ୍ରମ; ଶ୍ରମ —୪. Exertion.
୫: ଅବସନ୍ନତା; କ୍ଳାନ୍ତି — ୫. Exhaustion; fatigue.
୬: ଅନୁତାପ; ଅବ୍ଶୋଷ୍ —୬. Regret.
୭: (ସଂ. ଛିଦ୍ର) ଗୃହଛିଦ୍ର —୭. Family-secrets.