ଖେଦଜ
ଦେଖଣା
ଖେଦଜ —
ଉଚ୍ଚାରଣ: Khedaja
ଶଂ. ବିଣ. (ଖେଦ+ଜନ୍ ଧାତୁ=ଜାତ ହେବା+ଅ) —
୧: ଦୁଃଖରୁ ଉତ୍ପନ୍ନ; ୟାହା ଦୁଃଖର ଫଳ — ୧. Due to grief; resulting from grief.
୨: ପରିଶ୍ରମଜନିତ —୨. Due to labour.
ଖେଦଜ —
ଉଚ୍ଚାରଣ: Khedaja
ଶଂ. ବିଣ. (ଖେଦ+ଜନ୍ ଧାତୁ=ଜାତ ହେବା+ଅ) —
୧: ଦୁଃଖରୁ ଉତ୍ପନ୍ନ; ୟାହା ଦୁଃଖର ଫଳ — ୧. Due to grief; resulting from grief.
୨: ପରିଶ୍ରମଜନିତ —୨. Due to labour.