Jump to content

ଖେଦଜନକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଦଜନକ
ଉଚ୍ଚାରଣ: Khedajanaka

ସଂ. ବିଣ. (ଖେଦ+ଜନି ଧାତୁ=ଜାତ କରିବା+କର୍ତ୍ତୃ. ଅକ) —

୧: ୟାହା ଖେଦ ଜନ୍ମାଏ; ଦୁଃଖପ୍ରଦ — ୧. Sorrowful; lamentable; causing grief.

୨: ଶ୍ରମଦାୟକ —୨. Exchausting; tiresome.