Jump to content

ଖେଦମନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଦମନା
ଉଚ୍ଚାରଣ: Khedamanā

ଦେ. ବିଣ (ଖେଦଯୁକ୍ତ ମନଃ ୟାହାର; ସଂ. ରୂପ. ଖିନ୍ନମନା) —

ଖିନ୍ନମନା; ଉଦ୍ବିଗ୍ନ; ଅସ୍ଥିର — Restless; anxious.

କାମିନୀଙ୍କ ମଣ୍ଡନ ଦ୍ରୁପଦନନ୍ଦନ ଦେଖି କାମେ ହେଲା କୀଚକ ଖେଦମନା କୃଷ୍ଣସିଂହ. ମହାଭାରତ. ଆଦି