ଖେଦାଖେଦା
ଦେଖଣା
ଖେଦାଖେଦା —
ଉଚ୍ଚାରଣ: Khedā khedā
দলেদলে
झुन्डकेझुन्ड
ଦେ. ବି —
ପଲ ପଲ — Shoals; clusters; different groups.
ଦେ. ବିଣ —
ପଲ ପଲ ହୋଇଥିବା — Herding together; grouped together.
ଦେ. କ୍ରି. ବିଣ —
୧: ପଲ ପଲ ହୋଇ — ୧. In groups; in clusters; in shoals.
୨: ଦଳ ପରେ ଦଳ —୨. Batch by batch.