Jump to content

ଖେଦାପାଠ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଦାପାଠ
ଉଚ୍ଚାରଣ: Khedāpāṭha

ଦେ. ବି —

୧: ଖେଦା ବା ପୋଥିରେ ଲେଖାଥିବା ବିଦ୍ୟା; ପୋଥି ପାଠ — ୧. Book-learning; learning written in books.

୨: ପୁସ୍ତକଗତ ବିଦ୍ୟା; ଅନଧିତ ବିଦ୍ୟା — ୨. Learning confined to books but not mastered.