Jump to content

ଖେଦା କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଦା କରିବା
ଉଚ୍ଚାରଣ: Khedā karibā

ଦେ. କ୍ରି —

ବନ୍ୟ ହାତୀକୁ ଧରିବା ନିମନ୍ତେ ଖୁଆଡ଼ କରି ହାତୀ ଧରିବା —TO catch wild elephants by setting up enclosures.