ଶବ୍ଦାର୍ଥ:
ଖେଦି — ଉଚ୍ଚାରଣ: Khedi
ଦେ. ବି. (ସଂ. ଆଦରାର୍ଥକ) —
୧: ପଲ; ପଲ —୧. Herd.
୨: କ୍ଷୁଦ୍ର ଦଳ —୨. A small batch.