Jump to content

ଖେଦି ଖେଦି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେଦି ଖେଦି
ଉଚ୍ଚାରଣ: Khedi khedi

ଦେ. ବି. ବିଣ ଓ କ୍ରି. ବିଣ. (ଆଦରାର୍ଥକ) —

୧: ଖେଦାଖେଦା (ଦେଖ) ୧. Khedākhedā (See)

୨: କ୍ଷୁଦ୍ର କ୍ଷୁଦ୍ର ଦଳରେ —୨. In small batches.

ଖେଦି ଖେଦି ହୋଇ ବଡ଼ଦାଣ୍ଡୟାକେ ପୂରି ପକାନ୍ତି ହୁଳୁହୁଳି ମଙ୍ଗଳ ପ୍ରଭା କରି ପୀତାମ୍ବର. ନୃସିଂହପୁରାଣ