ଖେଦ ନିବାରଣ କରିବା
ଦେଖଣା
ଖେଦ ନିବାରଣ କରିବା —
ଉଚ୍ଚାରଣ: Kheda nibāraṇa karibā
খেদনিবারণকরা
खेद निबारण करना
ଦେ. ବି —
୧: ଅନ୍ୟର ମନୋଦୁଃଖକୁ ଶାନ୍ତ କରିବା —୧. To assuage another's grief.
୨: ଶ୍ରମାପନୋଦନ କରିବା; ଶ୍ରାନ୍ତି ଦୂର କରିବା —୨. To assuage one's fatigue.