ଖେପଣୀ
ଦେଖଣା
ଖେପଣୀ —
ଉଚ୍ଚାରଣ: khepaṇī
খেপডো
ଦେ. ବି. (ସଂ. କ୍ଷେପଣୀ) —
ଆହୁଲା — Oar.
ଧୀରେ ଧୀରେ ବହି ସତରଣୀକି ଯେ ଛାଡ଼ିଦେଲେ ଖେପଣୀକି ଯେ—ଅଭିମନ୍ଯୁ. ବିଦଗ୍ଧଚିନ୍ତାମଣି.
ଖେପଣୀ —
ଉଚ୍ଚାରଣ: khepaṇī
খেপডো
ଦେ. ବି. (ସଂ. କ୍ଷେପଣୀ) —
ଆହୁଲା — Oar.
ଧୀରେ ଧୀରେ ବହି ସତରଣୀକି ଯେ ଛାଡ଼ିଦେଲେ ଖେପଣୀକି ଯେ—ଅଭିମନ୍ଯୁ. ବିଦଗ୍ଧଚିନ୍ତାମଣି.