Jump to content

ଖେପାମାରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖେପାମାରିବା
ଉଚ୍ଚାରଣ: Khepā māribā
লাখান कुदना

ଦେ. କ୍ରି. (ସଂ. କ୍ଷିପ ଧାତୁ) —

୧: କୁଦା ମାରିବା; ଲମ୍ଫ ଦେବା —୧. To jump or spring up.

୨: ଖେପା ଦଉଡ଼ି ସାହାଯ୍ୟରେ ଗଛ ଚଢ଼ିବା — ୨. To climb a tree with the help of a ring- rope.

୩: କୁଦାମାରି ଯିବା —୩. To stride; to walk with big strides.