Jump to content

ଖେପା ମାରିବା

ଉଇକିଅଭିଧାନ‌ରୁ

ଖେପା ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଦୁଇ ଗୋଡ଼କୁ ଏକତ୍ର ଚଳାଇ କୁଦା ମାରିବା ୨ ଖେପା ଦଉଡ଼ି ସାହାଯ୍ୟରେ ନଡ଼ିଆ ଗଛ ଓ ତାଳ ଗଛ ଆଦିକୁ ଚଢ଼ିବା