ଖେପିବା
ଦେଖଣା
ଖେପିବା —
ଉଚ୍ଚାରଣ: Khepibā
ଦେ. କ୍ରି. (ସଂ. କ୍ଷିପ ଧାତୁ) —
କ୍ଷେପିବା (ଦେଖ) Kshepibā (See)
ଭଦ୍ବ୍ରାଶପରେ ବସି ସଳ୍ପରେ ଶୂନ୍ୟ ଗଲା ସେ ଖେପି (ଗୋପୀନାଥ ନନ୍ଦ) ସୁଭଦ୍ରାପରିଣୟ
ଛାଗଳ ପଲେଟି ଯେହ୍ନେ ଖେପେ ମତ୍ତ ବ୍ୟାଘ୍ର (ଗୋପୀନାଥ ନନ୍ଦ) ସାରଳାମହାଭାରତ
ମରିବା ବେଳକୁ ବେଳେ ଖେପଇ ପବନ (ଗୋପୀନାଥ ନନ୍ଦ) ନାମରତ୍ନ ଗୀତା
ପ୍ରାଦେ. (ସମ୍ବଲପୁର) କ୍ରି. —
୧: ପହଞ୍ଚିବା —୧. To reach.
୨: ପ୍ରବେଶ କରି ପାରିବା — ୨. To be able to enter.
୩: ଅଣ୍ଟିବା —୩. To suffice.
୪: ସମାନ ହେବା —୪. To be equal.